ବଲାଙ୍ଗିର : ବିଶ୍ୱ ଏଡସ୍ ଦିପସ ପାଲିତ | 1334 ଆକ୍ରାନ୍ତ |
ବଲାଙ୍ଗିର ଜିଲ୍ଲା ରେ 1334 ରୋଗୀ ଆକ୍ରାନ୍ତ ଥିବାବେଲେ 61 ଜଣ ମୃତୁ ବରଣ କରିସାରିଲେଣି | ଟିଟିଲାଗଡ ରେ ଆକ୍ରାନ୍ତ ସଂଖ୍ୟା ସର୍ବାଧିକ | ସଚେତନା ଅଭାବରୁ ଏହା ବ୍ୟାପିବାରେ ଲାଗିଛି | ସରକାର ହଜାର ହଜାର ଟଙ୍କା ଖର୍ଚ୍ଚ କରି ସଚେତନ କରୁଥିଲେ ମଧ୍ୟ ଏଠାରେ ବାଟ ବଣା | ଜିଲ୍ଲ ର ବିଭିନ୍ନ ସ୍ତାନରେ ବିଶ୍ୱ ଏଡସ୍ ଦିବସ ପାଲନ କରାଯାଈଛି | ସ୍କୁଲ, କଲେଜ, ସାମାଜିକ ସଂଗଠନ ପ୍ଲାକାଡ ଦେଖାଇ ଏହାର ଲକ୍ଷଣ ଓ ପ୍ରତିକାର ଜନସାଧାରଣଙ୍କୁ ସଚେତନ କରାଇଥିଲେ |
World aids day Balangir |
No comments