ବୈଜ୍ଞାନିକ ରୁ ବିଧାୟକ |
ଲୋଇସିଂହା (ବ୍ଲକ ପ୍ରତିନିଧି ସୋମ୍ୟରଞ୍ଜନ ମହାପାତ୍ର ) ଖୁବ୍ ସାଧାସିଧା ଚେହେରା, ପରିପାଟି ବି ସେଭଳି ଆକର୍ଷଣୀୟ ନୁହେଁ । ଦେଖିଲେ ଜାଣି ବି ପାରିବେନି, ଯେ ସେ ଜଣେ ବିଧାୟକ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ। ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ଏହି ବିଧାୟକ ଏବେ ଖୁବ୍ ଚର୍ଚ୍ଚା ରେ। ସମଗ୍ର ରାଜ୍ୟରେ ଶଖଂନାଦ ର ଶଦ୍ଦ ବାଜିବା ବେଳେ, ଏହି ବିଧାୟକ ନିଜ ନିର୍ବାଚନ ମଣ୍ଡଳୀ ରେ ଏହି ଶଦ୍ଦ କୁ ଅଟକ କରିବାରେ ସଫଳ ହୋଇଛନ୍ତି । ନିର୍ବାଚନ ରେ ଅନେକ ନେତା ଜିତିଛନ୍ତି କିନ୍ତୁ ତାଙ୍କ ଭଲି ବିଜୟ ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଥାଏ।
ବିଜେଡି ର ବିଧାୟକ ଥିଲେ ଏଠାରେ, ଦଳୀୟ ସଂଗଠନ ବି ମଜବୁତ୍ ଥିଲା। ଆଉ ରାଜନୀତି ରେ ନୂଆ ଥିଲେ ମୁକେଶ। ଦଳରେ ନୂଆ କରି ଯୋଗ ଦେଇଥିଲେ। ସଂଗଠନ କୁ ସଜାଡିବାତ ଦୂରର କଥା ନିଜ ପାଟିର କର୍ମଚାରୀଙ୍କୁ ମଧ୍ୟ ଭଲକରି ଜାଣି ନଥିଲେ।ହେଲେ ଜନତା ତାଙ୍କୁ ସହଜରେ ଗ୍ରହଣ କରିନେଲେ। ଆଉ ନିଜର ନିଷ୍ପତ୍ତି ମଧ୍ୟ ଶୁଣାଇଦେଲେ। ଅବଶ୍ୟ ଏକଥା ସତ ଯେ ଲୋଇସିଂହା ପରି ଏକ ଜାଗା ରେ,ଯେଉଁଠି କି ଭୋଟର ସବୁବେଳେ ଆଶାର ଓଲଟା କାମ କରିଥାନ୍ତି । କାରଣ ସେମାନେ ନିଜ ଅଧିକାର ପ୍ରତି ଖୁବ୍ ସଜା୍ଗ। ବୈଜ୍ଞାନିକ ଚାକିରୀ ଛାଡି ରାଜନୀତି ରେ ନୂଆ କରି ପାଦ ଦେଇ ଥିବା ଶ୍ରୀଯୁକ୍ତ ମହାଲିଙ୍ଗ ଙ୍କୁ ଲୋଇସିଂହା ଜନତା ବିଜୟ କରି ପ୍ରମାଣିତ କରିଦେଲେ ରାଜନୀତି ରେ ଭଲ ଲୋକଙ୍କ ଆଵଶ୍ୟକତା ରହିଛି । ମୋଦୀଜି ଙ୍କ ବାଣୀ ସବକା ସାଥ ସବକା ବିକାଶ କୁ ଆପଣେଇ ଥିବାରୁ ସେ ଖୁବ ଚର୍ଚ୍ଚା ରେ ଅଛନ୍ତି । ଭାରତୀୟ ଗଣତନ୍ତ୍ର ପାଇଁ ଏହା ଶୁଭକଂର , ଯେବେ ଜଣେ ନେତା ଗାଡ଼ିର ବନ୍ଦ କାଚ ଭିତରେ ନୁହଁ ଜନତା ଙ୍କ ଭିତରେ ରହିବାକୁ ପସନ୍ଦ କରୁଥିବ।
SCIENTIST TO MEMBER OF LEGISLATIVE ASSEMBLY |

No comments