Breaking News

ପାଟଣାଗଡ଼ : ପୂର୍ବତନ ବିଧାୟକଙ୍କ ପରଲୋକ|

ବାଧା ସୃଷ୍ଟି କରିପାରେ 5G!

ଲୋଇସିଂହା (ବ୍ଲକ ପ୍ରତିନିଧି ସୋମ୍ୟରଞ୍ଜନ ମହାପାତ୍ର ) ଆମ ଜୀବନ ଜୀବିକାରେ ଯୋଗ ହେବାକୁ ଯାଉଛି ଏକ ନୂତନ ବ୍ୟବସ୍ଥା 5G । ଅଲଗା ଦୂନିଆର ଅନୁଭୂତି ଦେବ 5G । ଏକ ନିର୍ଦ୍ଦିଷ୍ଟ ଟେଲିକମ୍ ସଂସ୍ଥା 5G ର ବ୍ୟବହାର ପ୍ରକ୍ରିୟା ଆରମ୍ଭ କଲେଣି,କିନ୍ତୁ ଆପଣ ଭାବୁଛନ୍ତି କି ଏହି 5G ଆପଣଙ୍କୁ ବିପଦରେ ପକାଇ ପାରେ, ଆପଣଙ୍କୁ ଜଣାଇ ରଖୁଛୁ ଆପଣ କେନସର ଭଳି ରୋଗରେ ରେ ରୋଗାକ୍ରାନ୍ତ ହେବେ। ଆଗାମୀ ସମୟ 5G।ମୋବାଇଲ ନେଟୱାର୍କର ପଞ୍ଚମ ଜେନେରେସନ। ପୂର୍ବ ନେଟୱାର୍କ ଠାରୁ ଏହା ସମ୍ପୂର୍ଣ୍ଣ ଅଲଗା ହେବ । 1Gଆମକୁ ଆନାଲୋଗ ଫୋନ ଦେଲା,ଏହା ଦ୍ୱାରା ଆମେ ପରସ୍ପର ସହ କଥା ହୋଇପାରିଲେ। 2G ଆସିବାରୁ ମେସେଜ ଏବଂ ଭଏସ୍ ରେକର୍ଡ ସମ୍ଭବ ହେଲା,3G ଆସିବାରୁ smart phone ଦେଲା । ଆଉ 4G ବ୍ୟବହାରକାରୀ ଏହି ସମସ୍ତ ଫିଚର ପାଇଁ ଅଧିକ ଦୄତଗାମୀ ସୁବିଧା ପାଇଲେ, କିନ୍ତୁ 5G ଆଣିବ ନୂଆ ବିପ୍ଳବ। ଏହି ଉନ୍ନତ ମାନର 5G ଜୀବଜଗତ ପାଇଁ ଅଭିଶାପ ପାଲଟିଯିବ।
ବାଧା ସୃଷ୍ଟି କରିପାରେ 5G!
ବାଧା ସୃଷ୍ଟି କରିପାରେ 5G!

WHO ର ଗବେଷଣା ଅନୁସାରେ କେନସର ଭଲି ରୋଗରେ ପିଡୀତ ହେବେ ଜନସାଧାରଣ । ପୂର୍ବରୁ ନେଦରଲ୍ୟାଣ୍ଡରେ 5G ପରୀକ୍ଷା ସମୟରେ ମରିଥିଲେ ଶହଶହ ପଶୁ ପକ୍ଷୀ । 4G ର ସିଗ୍ନାଲ ଠାରୁ ଏହା ଏକହଜାର ଗୁଣ ଅଧିକ ରହିବ,କିନ୍ତୁ ଏହି speed ଆପଣଙ୍କର ଜୀବନର speed କୁ କମାଇ ଦେବ। ପରିବେଶବିତଙ୍କ କହିବାଆନୁସାରେ ଏହାର ଗତି କରିବା ପାଇଁ ସଂପୂର୍ଣ୍ଣ ସଫା ରାସ୍ତା ଦରକାର, ଯଦି ଏହାର ଗତିକରିବାର ରାସ୍ତାରେ କିଛି ବାଧା ଆସିଲେ ଏହା କାମ କରିବନି।

No comments