ଡିସେମ୍ବର ୧୭ ରେ କୋଶଲ ମହାବନ୍ଦ | ଜୋର ଧରିଛେ କୋଶଲ ଆନ୍ଦୋଳନ ର ପ୍ରସ୍ତୁତି ବୈଠକ |
ଜୋର ଧରିଛେ କୋଶଲ ଆନ୍ଦୋଳନ ର ପ୍ରସ୍ତୁତି ବୈଠକ । ଅଲଗ କୋଶଲ ରାଏଜ୍ ଦାବି ନ ତା ୧୭/୧୨/୨୦୧୮( ସୋମବାର) ଦିନ ବନ୍ ଡାକରା ଦେଇଛେ କୋଶଲ ସମନ୍ଵୟ ସମିତି ।କୋଶଲ ର ସବୁ ଜିଲ୍ଲା ରେ ହେଉଛେ ପ୍ରସ୍ତୁତି ବୈଠକ। ପଶ୍ଚିମ ଓଡିଶା କେ ସବୁବେଳେ ଅବହେଳିତ ଅବସ୍ଥାରେ ରଖାଯାଇଛେ କୌଣସି ପ୍ରକାର ଅସୁବିଧା ସହଯୋଗ ନାଇ କରବାର। ଇନର ଲୋକ ବାହାର କେ ଯାଉଛନ ଦାଦନ। ଅଲଗ କୋଶଲ ରାଏଜ୍ ନି ହେଲେ ଏହାର ସମାଧାନ ନାଇ। ଆର ବି ଅନେକ ସମସ୍ୟା ବିଷୟରେ ଲୋକମାନଙ୍କୁ ସଚେତନ କରୁଛନ ସମନ୍ଵୟ ସମିତି ର ସଦସ୍ୟ। ଆଗାମୀ ଦିନରେ ନିର୍ବାଚନ ଥିବା ବେଳେ "ନୋ କୋଶଲ ନୋ ଭୋଟ" ର ସ୍ଲୋଗାନ ଦିଆଯାଉଛେ। ଏହି ଆନ୍ଦୋଳନ କେ ଲୋକ ମାନଙ୍କ ବିପୁଳ ସମର୍ଥନ ଦେଖବାର କେ ମିଲୁଛେ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ସମର୍ଥନ କରୁଛନ।
No Koshal No vote |
No comments