ପ୍ରବଲ ଖରା ରେ ମଧ୍ୟ ପଥଚାରୀ କୁ ସାହାଯ୍ୟ ର ହାତ ବଢାଇ ଥାନ୍ତି ଇନ୍ଦିରା ନଗର, ବିଏସ୍. ଏନ୍. ଏଲ ଛକ ଗଣେଶ ପୂଜା କମିଟି ର ସଦସ୍ୟ।
ବଲାଙ୍ଗିର: ସହରର ତାପମାତ୍ରା ୪୭ଂ ଛୁଇଁ ଥିବା ବେଳେ ଘରୁ ବାହାରି ବା କଷ୍ଟ କର ହେଲେ ଏହି ଭିଷଣ ଖରା ରେ ପଥଚାରୀ କୁ ସହଯୋଗର ହାତ ବଢାଇଥାନ୍ତି ଇନ୍ଦିରା ନଗର ବିଏସ୍. ଏନ୍. ଏଲ ଛକ ଗଣେଶ ପୂଜା କମିଟି ର ସଦସ୍ୟ।
ପ୍ରତ୍ୟେକ ରବିବାର ଦିନ ମାଗଣା ରେ ଦହି ଓ ଥଣ୍ଡା ପାଣି ର ବ୍ୟବସ୍ଥା କରାଯାଇଥାଏ। କେବଲ ମନୁଷ୍ୟ ନୁହେ ପଶୁ ପକ୍ଷୀ ମାନଙ୍କ ପାଇଁ ମଧ୍ୟ ପିଇବା ପାଣି ର ବ୍ୟବସ୍ଥା କରିଥାନ୍ତି।
ହଜାର ହଜାର ଲୋକ ଦହି ପାଣି ପିଇ ନିଜ ର ଶୋଷ ମେଣ୍ଟାଇ ବା ସହ ଆଶିର୍ବାଦ ମଧ୍ୟ ଦେଇ ଥାନ୍ତି। ପ୍ରବଲ ଖରାରେ ହେବା ସତ୍ତ୍ବେ ସେବା କରିବା ପଇଁ ଆଗେଇ ଆସିଥିବା ଏହି ସମାଜ ସେବି ଗଣେଷ ପୂଜା କମିଟି ସଦସ୍ୟ ମାନଙ୍କୁ ଲୋକେ କୃତଜ୍ଞତା ଜଣାଇଥାନ୍ତି। ଏହି କାର୍ଯ୍ୟକ୍ରମରେ ସୁନ୍ଦର ନାରାୟଣ ବିଶି, ବିକ୍ରମ ମିର୍ଦ୍ଧା, ସନ୍ତୋଷ ପୋଢ, ଆଖ୍ଯା ପୁରୋହିତ, ଶୁଭମ ବାଗ, ଟିଙ୍କୁନୁ ପାଢି, ରିତିକ, କ୍ରିଷ୍ଣା ଓ ଅନନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
bsnl chowck ganesh puja committee |

No comments