ଉପରଝର ରେ ବାରମ୍ବାର ଫାଣ୍ଡିଦାବି ହେଉଥିଲେ ମଧ୍ୟ ସରକାର ର ନଜର ନାହିଁ |
Uparjhar villagers demanding a Police Phandi |
ବଲାଙ୍ଗିର : ଦେଓଗାଁ ବ୍ଲକ ଉପରଝର ଅଞ୍ଚଲରେ ଲୁଟ ମଡର ଭଲି ନାନାଦି ହିନ୍ସା କାରବାର ଦିନକୁ ଦିନ ବଢିବାରେ ଲାଗିଛି , ଆଠଗାଁ ଓ ଉପଝର ମଧ୍ୟରେ ଏକ ବିରାଟ ଜଙ୍ଗଲ ଥିବାରୁ ଅପହରଣ କାରୀ ଓ ଦୁର୍ବୁତ୍ତଙ୍କ ଆର୍ଡା ସ୍ଥଲି ପାଲଟିଛି | ଗ୍ରାମବାସୀ ଦିର୍ଘ 14 ରୁ ଫାଣ୍ଡି ଦାବି କରିଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି ଫଲରେ ସାଧାରଣରେ ତିବ୍ର ଅସନ୍ତୋଷ ଦେଖାଦେଇଛି | ଏ ନେଇ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବିନୋଦ ପାତ୍ର ଙ୍କୁ ମଧ୍ୟ 2005 ମସିହାରେ ଏକ ଦାବି ପ୍ରତ୍ର ଦିଆଯାଇ ଥିଲା | ସରକାର ଫାଣ୍ଡି ପ୍ରତିଷ୍ଚା ପ୍ରତି ଦୃଷ୍ଟି ନ ନେବାରୁ ଆଜି ଉପରଝର ର ଯୁବକ ସଂଙ୍ଗଠନ ଓ ଗ୍ରାମବାସି ଫାଣ୍ଡି ଦାବି ନେଇ ଦେଓଗାଁ ଥାନାଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ଙ୍କୁ ଲିଖିତ ଭାବରେ ଜଣାଇ ଛନ୍ତି | ଫାଣ୍ଡି ପ୍ରତିଷ୍ଟା ପ୍ରତି ସରକାର ଯଥାଶ୍ରୀଘ୍ର ପଦକ୍ଷେପ ନନେଲେ ଆଗାମି ଦିନରେ ଆନ୍ଦୋଲନ କରିବାକୁ ଗ୍ରାମବାସୀ ଶୁଣିବାକୁ ମିଲୁଛି |
No comments