Breaking News

ପାଟଣାଗଡ଼ : ପୂର୍ବତନ ବିଧାୟକଙ୍କ ପରଲୋକ|

ମାହେଶ୍ୱରୀ ସଂଗଠନ ପକ୍ଷରୁ ମଶାରୀ ବଣ୍ଟନ ଓ ସଂକ୍ରାମକ ରୋଗରୁ ବଞ୍ଚିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ |

loisingha mahiswari
ମାହେଶ୍ୱରୀ ସଂଗଠନ

ଲୋଇସିଂହା (ବ୍ଲକ ପ୍ରତିନିଧି ସୋମ୍ୟରଞ୍ଜନ ମହାପାତ୍ର )ତା,17.07.2019 ଦିନ ଲୋଇସିଂହା ମାହେଶ୍ୱରୀ ସଂଗଠନ ପକ୍ଷରୁ ଲୋଇସିଂହା କଲ୍ୟାଣମଣ୍ଡପ ଠାରେ ମଶାରୀ ବଣ୍ଟନ ଓ ବର୍ଷା ଋତୁରେ ସଂକ୍ରାମକ ରୋଗରୁ ବଞ୍ଚିବା ପାଇଁ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମ କୁ କରିବା ପୂର୍ବରୁ ମାହେଶ୍ୱରୀ ସଂଗଠନ ର ସଦସ୍ୟ ମାନେ ଏକ ସରଭେ କରିଥିଲେ। ସରଭେ ର ରିପୋର୍ଟ ଅନୁସାରେ ସେମାନେ ଗରିବ ଲୋକମାନକୁ ଚିହ୍ନଟ କରି ଏହି ମଶାରୀ ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ।  ମାହେଶ୍ୱରୀ ସଂଗଠନ ର ସଭାପତି ଦେବାଶିଷ ବିଶୋଇ ଙ୍କ ସଭାପତିତ୍ୱ ରେ କାର୍ଯ୍ୟ ସମ୍ପାଦନ ହୋଇଥିଲା।ଜ୍ୟୋତି ପ୍ରକାଶ ସାହୁ, ନିତ୍ୟାନନ୍ଦ ଯୁଏଡ଼,ରବିନ୍ଦ୍ର ନାୟକ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଯୋଗ ଦେଇଥିଲେ।ବନିତା ପଧାନ, କୁନି ମାହାଣା,ଯଶୋବନ୍ତ ମାହାଣା, ପ୍ରଶାନ୍ତ ବିଶି,ଅଭିଳାଷ ବେହେରା ଓ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ ଓ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।

No comments